ଋଣ ଜାଲିଆତିର ଖୁଲାସା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓଡିଶା କଂପାନୀର ୨୭୦ କୋଟି ଋଣ ଜାଲିଆତି
ଓଡିଶା କଂପାନୀର ୨୭୦ କୋଟି ଋଣ ଜାଲିଆତି। ଋଣ ଜାଲିଆତିର ଖୁଲାସା କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଋଣ ଜାଲିଆତି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଜଣାଇଲା ପିଏନବି । ଭୁବନେଶ୍ବର ଷ୍ଟେସନ ସ୍କୋୟାର ଛକରେ ଥିବା ପିଏନବି ଶାଖାରୁ ଋଣ ନେଇଥିଲା ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ ଚର । ପିଏନବିରୁ…