ପୁଣି ଚର୍ଚ୍ଚାକୁ ଆସିଲେ ଶିମିଳିପାଳର ସ୍ନେହଲତା, ବିରଳ ପ୍ରଜାତିର ପେଚା ଧରି ହେଲେ ଭାଇରାଲ
ମୟୁରଭଞ୍ଜ(କେନ୍ୟୁଜ): ଆଜି ଶିମିଳିପାଳରୁ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ଶିମିଳିପାଳ ପାଦଦେଶ ପିଠାବଟା ରେଞ୍ଜ ଅଧିନ ବାଲଢ଼ିଆ ଗ୍ରାମରୁ ଆଜି ସନ୍ଧ୍ୟାରେ ଏହି ପେଚାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବାଲିଡିହା ଫରେଷ୍ଟର ସ୍ନେହଲତା ଧଳ ଏହି ପେଚାକୁ ଉଦ୍ଧାର କରିଛନ୍ତି।…