Browsing Tag

own photo sticker

Whatsappରେ ଚୁଟ୍‌କିରେ ବନାନ୍ତୁ ନିଜ ଫଟୋର Sticker, ବହୁତ ସହଜ ଏହି ଟ୍ରିକ୍‌

ହ୍ଵାଟସ୍‌ଆପ ଷ୍ଟିକରର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ୟୁଜରମାନେ ଯେଉଁଠି ଟାଇପ୍‌ କରିବାକୁ ଆବଶ୍ୟକ ମନେ କରୁନାହାନ୍ତି, ସେଠି ଷ୍ଟିକର ପଠାଇ ଦେଉଛନ୍ତି। ଖାସ୍‌ କଥା ହେଉଛି କି, ଆପଣ ହ୍ଵାଟସ୍‌ଆପରେ ନିଜ ଫଟୋ ଥିବା ଷ୍ଟିକର ମଧ୍ୟ ଯୋଡ଼ି ପାରିବେ, ଆଉ ଏହା ବି ଖୁବ୍‌ କମ୍‌ ସମୟ ଭିତରେ।…