ପାନ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ କାହିଁକି ଖିଆଯାଏ ପାନ ପତ୍ର
୧୯୭୮ ମସିହାରେ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ନାମ ଥିଲା 'ଡନ୍' । ଏହି ଫିଲ୍ମରେ ଏକ ଗୀତ ଥିଲା 'ଖାଇକେ ପାନ ବନାରସ ୱାଲା' ଏବଂ ଏହାକୁ କିଶୋର କୁମାର ଗାଇଥିଲେ । ଆମେ ସମସ୍ତେ ଆମ ପିଲାଦିନରେ ଏହି ଗୀତ ବହୁତ ଶୁଣିଛୁ ଏବଂ ଆଜି ମଧ୍ୟ ଏହି ଗୀତ ବହୁତ ଶୁଣାଯାଏ । କିନ୍ତୁ…