Below header
Browsing Tag

padmini kids school

ଅନୁଷ୍ଠିତ ହେଲା ପଦ୍ମିନୀ କିଡସ୍‌ କେୟାର ର ବାର୍ଷିକ ଉତ୍ସବ, କୁନି ପିଲାଙ୍କ ନାଚରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱର ଜୟଦେବ ଭବନରେ ପଦ୍ମିନୀ କିଡସ୍‌ କେୟାରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି କର୍ପୋରେଟର ମଂଜୁଲତା ରାୟ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ…