Below header
Browsing Tag

PAK Vs NZ

ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ, ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇଲା

ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଟିମ୍‌ । ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। ଆଜି ସେମିଫାଇନାଲ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୦…

ଆଜି ଟି-୨୦ ବିଶ୍ୱକପରେ ଦୁଇଟି ମ୍ୟାଚ, ଅପରାହ୍ନରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଏବଂ ସନ୍ଧ୍ୟାରେ ପାକିସ୍ତାନ ଓ…

ଆଇସିସି ୨୦-୨୦ ବିଶ୍ୱକପ ଆଜି ଦୁଇଟି ବଡ଼ ମୁକାବିଲା ରହିଛି। ଦୁବାଇରେ ଅପରାହ୍ଣରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ପରସ୍ପର ମଧ୍ୟରେ ଲଢେଇ କରିବେ। ସେହିପରି ରାତିରେସାରଜାରେ ଖେଳିବେ ପାକିସ୍ତାନ ଓ ‌ନ୍ୟୁଜିଲାଣ୍ଡ୍‌। ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ…