Browsing Tag

Pakistan jail

ପ୍ରକୃତି କେବେ ବଦଳେନି, ପାକିସ୍ତାନ ଏତେ ବଦଳିଗଲା କେମିତି ? ପାକିସ୍ତାନ ଜେଲ୍‌ରେ ଗୀତା ବାଇବେଲ୍‌ ପାଠ ହେବ !

ଏକଥା ସମସ୍ତେ କୁହନ୍ତି କି, ପ୍ରକୃତି କେବେ ବଦଳେନି । ଯଦି ବଦଳେ ତେବେ କେବଳ ପରିସ୍ଥିତିକୁ ନେଇ । ନହେଲେ ମୂଳରୁ ଯିଏ ଯେମିତି ସେମିତି ହିଁ ରହିଥାଏ । ଅର୍ଥାତ କିଛି ମଣିଷ ନିଜର ପ୍ରକୃତିକୁ ବଦଳାଇବାର ଦାବି ନିଜେ କରନ୍ତି । କିନ୍ତୁ ତାହା କେବେ ବି ସତ ହୋଇନଥାଏ । ସବୁଠୁ ବଡ ଉଦାହରଣ ହେବ…

କାନପୁର: ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଲେ ଶାମସୁଦ୍ଦିନ, ଉଭୟ ଦେଶକୁ କରିଥିଲେ ଆବେଦନ

କାନପୁର ବାସିନ୍ଦା ଶାମସୁଦ୍ଦିନ ଦୀର୍ଘ ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଛନ୍ତି। ଏତେ ବର୍ଷ ପରେ ନିଜ ପ୍ରିୟଜନ ଏବଂ ନିଜ ଲୋକଙ୍କୁ ପାଖରେ ପାଇ ଶାମସୁଦ୍ଦିନ ଭାବବିହଳ ହୋଇଯାଇଥିଲେ। ଏହା ସହିତ ତାଙ୍କ ଅଞ୍ଚଳବାସୀ ଶାମସୁଦ୍ଦିନଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇଛନ୍ତି। ତେବେ ସୂଚନା…

ବିରଜୁ କୁଲୁ ଘରକୁ ଫେରିବାର ୩ ଦିନ ବିତିଲାଣି , ଧୀରେ ଧୀରେ ପୁରୁଣା କଥାକୁ ମନେ ପକାଉଛନ୍ତି ବିରଜୁ, ଦେଖନ୍ତୁ ତାଙ୍କ…

କେନ୍ୟୁଜ ବ୍ୟୁରୋ : ବିରଜୁ କୁଲୁ ଘରକୁ ଫେରିବାର ୩ ଦିନ ବିତିଲାଣି । ଗତ ୧୩ ତାରିଖରେ ଘରକୁ ଫେରିବା ସମୟରେ ଠିକ ଭାବେ ବିରଜୁ କିଛି କହିପାରୁନଥିବା ବେଳେ ଏବେ ପରିସ୍ଥିତି ଭିନ୍ନ । ନିଜ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ସହ ମିଶିବା ପରେ ଧିରେ ଧିରେ ପୁରୁଣା କଥାକୁ ମନେ ପକାଉଛନ୍ତି ।…