Browsing Tag

Pakistan tests missile

ବାଲିଷ୍ଟକ୍‌ ମିସାଇଲ୍‌ ଟେଷ୍ଟ କଲା ପାକିସ୍ତାନ

ମିସାଇଲ ଟେଷ୍ଟ କଲା ପାକିସ୍ତାନ । ଭୟଭୀତ ପାକିସ୍ତାନ ବାଲିଷ୍ଟକ୍‌ ମିସାଇଲ୍‌ ଗଜନବୀର ପରୀକ୍ଷଣ କରିଛି । ଏହି ମିସାଲର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୩୨୦ କିଲୋମିଟର ରହିଛି । ୭୦୦ କିଲୋଗ୍ରାମ ବିସ୍ଫୋରକ ନେବାରେ ଏହି ମିସାଇଲ ସକ୍ଷମ । ଏହି ପରୀକ୍ଷଣ ପାଇଁ ପାକିସ୍ତାନ କରାଚି…