Below header
Browsing Tag

pan aadhaar linking

ଆଉ ନିଅନ୍ତୁନି ଟେନସନ୍‌ ! ପାନ୍‌ ସହ ଆଧାରକୁ ସଂଯୋଗ କରିବାର ତାରିଖ ବଢ଼ାଇଲେ ସରକାର

କଣ ଆପଣ ପାନ ଆଧାର କାର୍ଡ ଲିଙ୍କ କରାଇନାହାଁନ୍ତି ବୋଲି ଟେନସନରେ ଅଛନ୍ତି । ସଂଯୋଗ ନକଲେ ପାନ୍‌ କାର୍ଡ ନିଷ୍କ୍ରୀୟ ହୋଇଯିବ ତାହା ଭାବି ଚିନ୍ତାରେ ଅଛନ୍ତି । ତାହେଲେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ।

ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା, CBDT ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା । ବର୍ତ୍ତମାନ ୨୦୨୦ ମାର୍ଚ୍ଚ ୩୧ ଯାଏଁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ବା CBDT ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୧୯ ଡିସେମ୍ବାର ୩୧ରେ ଏହି ସମୟ ସୀମା ଶେଷ ହେଉଥିବା ବେଳେ ଏହାକୁ…