Browsing Tag

pappu pampam

ପୁଣି ବିବାଦରେ ପପୁ, ନିଜ ନୂଆ ଫିଲ୍ମ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ

ପୁଣି ଥରେ ବିବାଦରେ ବଲିଉଡ ଅଭିନେତା ପପୁ ପମ ପମ । ଅପ କମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ବିବାଦ ତେଜିବାରେ ଲାଗିଛି । ପୋଷ୍ଟରରେ ୭ ଜଣ ଝିଅ ତଳେ ଆଣ୍ଠେଇ ବସିଛନ୍ତି । ସେମାନଙ୍କଠାରେ ଲାଗିଥିବା ରଶିକୁ ଧରି ସାରଥୀ ଷ୍ଟାଇଲରେ ଛିଡା ହୋଇଛନ୍ତି ପପୁ । ପୋଷ୍ଟରକୁ ସୋସିଆଲ ମିଡିଆରେ ନିନ୍ଦା…