Below header
Browsing Tag

parcel bomb

ଭୁବନେଶ୍ୱର ବିମାନବନ୍ଦରରେ ପାର୍ସଲ ବୋମା ଆଶଙ୍କା, ଡଗ୍‌ ସ୍କ୍ଵାଡ୍‌ ବୋମା ନିଷ୍କ୍ରିୟ ଦଳର ଖୋଳତାଡ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ବିମାନ ବନ୍ଦର କାର୍‌ଗୋ ପାର୍ସଲରେ ବୋମା ଥିବା ଆଶଙ୍କା। ଡଗ୍‌ ସ୍କ୍ଵାଡ୍‌ ବୋମା ନିଷ୍କ୍ରିୟ ଦଳ କରୁଛନ୍ତି ଖୋଳତାଡ। ଏବେ CISF କରୁଛନ୍ତି ଯା଼ଞ୍ଚ। ଯାଞ୍ଚ ପରେ ଏହି ଜିନିଷକୁ କୁଲ୍‌ ପିଟ୍‌ରେ ରଖାଯାଇଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ଦୁଇ ବର୍ଷ, ଏବେ ବଲାଙ୍ଗୀର ଜେଲରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ…

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ପୂରିଛି । ୨୦୧୮ ଫେବ୍ରୁଆରୀ ମାସରେ ହୋଇଥିଲା ଏହି ଲୋମଟାଙ୍କୁରା ଘଟଣା । ୧୮ ତାରିଖରେ ବିବାହ, ୨୧ରେ ଆସିଥିଲା ପାର୍ସଲ ବୋମା ଓ ୨୩ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ଓ ତାଙ୍କ ଜେଜେମାଙ୍କ…

ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର, ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆଜିଠୁ ୪ ଦିନ ପାଇଁ…

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ପୁଞ୍ଚିଲାଲଙ୍କୁ ଜାମିନ୍‌ ମିଳିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ପୁଞ୍ଜିଲାଲଙ୍କୁ ୪ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ ।…

ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବଲାଙ୍ଗୀର (କେନ୍ଯୁଜ୍) : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚାର୍ଜସିଟ୍ ଦାଖଲ । ପାଟଣାଗଡ଼ SDJM କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମ୍ବ୍ରାଞ୍ଚ । ୭୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ସହ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ଗତକାଲି ଚାର୍ଜସିଟ୍…