ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ବିମାନ ବନ୍ଦର କାର୍ଗୋ ପାର୍ସଲରେ ବୋମା ଥିବା ଆଶଙ୍କା। ଡଗ୍ ସ୍କ୍ଵାଡ୍ ବୋମା ନିଷ୍କ୍ରିୟ ଦଳ କରୁଛନ୍ତି ଖୋଳତାଡ। ଏବେ CISF କରୁଛନ୍ତି ଯା଼ଞ୍ଚ। ଯାଞ୍ଚ ପରେ ଏହି ଜିନିଷକୁ କୁଲ୍ ପିଟ୍ରେ ରଖାଯାଇଛି।