ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ଅସୁସ୍ଥ, ଅହମ୍ମଦାବାଦର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ଅସୁସ୍ଥ । ମୋଦିଙ୍କ ମା ହୀରା ବେନ ଅସୁସ୍ଥ । ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି । ଗତ ଜୁନ ମାସରେ ୧୦୦ରେ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରା ବେନ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ମେଡିକାଲ ପକ୍ଷରୁ ଜାରି ହେଲଥ୍‌ ବୁଲେଟିନ ପକ୍ଷରୁ ସୂଚନା ମିଳିଛି । ଗତକାଲି ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଦୁର୍ଘଟଣାର ଶୀକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.