Below header
Browsing Tag

sick

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗାଗ୍ରସ୍ତ, ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲା WHO

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗରେ ପୀଡିତ । ତେଣୁ ନିଶୁଳ୍କ ଚିକିତ୍ସା ସହାୟତା ଦେଉଥିବା ସଂସ୍ଥା ଏମଏସଏଫର ୧୪ଟି ଟ୍ରକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେବା ଯୋଗାଉଛି । ଫେବୃଆର ୬ ତାରିଖରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଛନ୍ତି…

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ଅସୁସ୍ଥ, ଅହମ୍ମଦାବାଦର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ଅସୁସ୍ଥ । ମୋଦିଙ୍କ ମା ହୀରା ବେନ ଅସୁସ୍ଥ । ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି । ଗତ ଜୁନ ମାସରେ ୧୦୦ରେ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରା ବେନ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା…

ଉମରକୋଟ ତୋହରା ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ

ଉମରକୋଟ: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗାଁରେ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ । ଗାଁରେ ଗତକାଲି ୫ରୁ ୬ଟି ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା। ବାହାଘର ଭୋଜି ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ୫୦ରୁ ଅଧିକ ଗ୍ରାମବାସୀ। ଅସୁସ୍ଥ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ…