Browsing Tag

bhubaneswar airport

president droupadi murmu: ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି, କଟକର ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କରିବେ…

ଭୁବନେଶ୍ୱର : ଓଡ଼ିଶାର ରାଷ୍ଟ୍ରପତି। ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ…

ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ଦୁଇ ଯାତ୍ରୀଙ୍କୁ ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ । ହାଇପ୍ରୋଫାଇଲ ଗଞ୍ଜେଇ ଚାଲାଣ ବେଳେ ଜବତ। ବ୍ୟାଙ୍କକରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଧରିଲା DRI । ୧୧ କେଜିର ଗଞ୍ଜେଇ ଚାଲାଣ ବେଳେ ଜବତ । ଯାହାର ଦାମ ୫ କୋଟି ଟଙ୍କାର ହେବ ବୋଲି ଜଣାପଡିଛି । ଦୁଇ ଯାତ୍ରୀଙ୍କ ଲଗେଜରୁ ଠାବ ହେଲା…

ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ବର : ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DR I । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା । ଚଢାଉରେ ଦୁଇ ଜଣ ତାମିଲନାଡୁର ପାସେଞ୍ଜରକୁ…

ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶାରେ ଅମିତ ଶାହ । ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବିମାନବନ୍ଦରରୁ ସିଧାସଳଖ କଟକ ମୁଣ୍ଡଳୀସ୍ଥିତ CISFର…

ଦେବଦୂତ ସାଜିଲେ CISF ଯବାନ, ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ

ଭୁବନେଶ୍ବର: ଦେବଦୂତ ସାଜିଲେ CISF ଯବାନ ।  ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ ।  ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।  ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ CPR ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ।  ୟୁନିଫର୍ମ ପଛରେ…

ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍, ଜବତ କଲା କଷ୍ଟମସ୍ ବିଭାଗ

ଭୁବନେଶ୍ବର: ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ ।  ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ ।  ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ ।  ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ସିଗାରେଟ୍ ଠାବ ହୋଇଛି । ୫ଜଣ…

ଆହୁରି ୨ ଦିନ ଘନକୁହୁଡ଼ି, ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ

ଭୁବନେଶ୍ବର: ଆହୁରି ୨ ଦିନ ଘନକୁହୁଡ଼ି ।  ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି ।  ଘନ କୁହୁଡ଼ି ପାଇଁ ଯାତାୟାତ ସହ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।  ଆଜି ସକାଳେ ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ପ୍ରାୟ ୨ ଘଣ୍ଟା ଧରି ବିଳମ୍ବ ହୋଇଥିଲା ।  …

ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ୩ଟି ବିମାନ ବାତିଲ

ଭୁବନେଶ୍ବର : ନୂଆବର୍ଷରେ କଲବଲ ବିମାନ ଯାତ୍ରୀ । ଘନ କୁହୁଡି ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାତିଲ ହେଉଛି ଗୋଟିଏ ପରେ ଗୋଟିଏ ବିମାନ । ଆଜି ସକାଳୁ ଦିଲ୍ଲୀ, ଅହମଦାବାଦ,କୋଲକତାକୁ ଉଡାଣ ଭରିବାକୁ ଥିବା ୩ଟି ବିମାନ ବାତିଲ ହୋଇଛି । ସେହିପରି ୧୫ଟି ବିମାନ ଉଡାଣ ସମୟ ବିଳମ୍ବିତ ହୋଇଛି ।…

ଭୁବନେଶ୍ବରରେ ଘନ କୁହୁଡ଼ି ପ୍ରଭାବ, ଉଡ଼ିପାରୁନି ବିମାନ

ଭୁବନେଶ୍ବର : ଭୁବନେଶ୍ବରରେ ଘନ କୁହୁଡ଼ିର ପ୍ରଭାବ । ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ । ରନୱେରେ ଅଟକିଛି ଏକାଧିକ ବିମାନ । ଘନ କୁହୁଡ଼ି ଯୋଗୁଁ ଉଡ଼ିପାରୁନି ବିମାନ । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ । ସକାଳୁ ଉଡ଼ିଛି ମାତ୍ର ଗୋଟିଏ ବିମାନ । Also Read : ନୂଆ ବର୍ଷରେ ମନ୍ଦିର…

ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ, ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଠୁ ଠାବ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ୪କୋଟିର ଗଞ୍ଜେଇ ଜବତ । ବ୍ୟୟବହୁଳ ଗଞ୍ଜେଇ ହାଡ୍ରୋପୋନିକ ଓ୍ବିଡ ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନ ଯାତ୍ରୀଠୁ ଗଞ୍ଜେଇ ଠାବ । ସକାଳୁ ସକାଳୁ ବିମାନଯାତ୍ରୀଙ୍କ ବ୍ୟାଗରୁ ଠାବ କରିଛନ୍ତି କଷ୍ଟମସ ଓ ଡିଆର ଆଇ ଅଧିକାରୀ । ଟ୍ରାଭେଲ…

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକାଧିକ ବିମାନ ରଦ୍ଦ, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି ଏୟାର…

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର, ଆଜି ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ବାତିଲ । ବିମାନ ବାତିଲ ନେଇ ସୂଚନା…