ଭୁବନେଶ୍ବର ବିମାନ ବନ୍ଦରରେ ଘନ କୁହୁଡ଼ିରେ ଓହ୍ଲାଇପାରିବ ବିମାନ, ଖର୍ଚ୍ଚହେବ ୪୦ କୋଟି ଟଙ୍କା

ଭୁବନେଶ୍ବର ବିମାନ ବନ୍ଦରରେ ଘନ କୁହୁଡ଼ିରେ ଓହ୍ଲାଇପାରିବ ବିମାନ । ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଲାଇଟ।

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଘନ କୁହୁଡ଼ିରେ ଓହ୍ଲାଇପାରିବ ବିମାନ । ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଲାଇଟ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର କ୍ୟାଟ -2 ଦୃଶ୍ୟମାନକୁ ସମ୍ପ୍ରସାରିତ କରାଯାଇଛି । ୪୦ କୋଟି ଟଙ୍କା ବ୍ୟୟରେ ଲଗାଯାଉଛି ରନୱେରେ ସେଣ୍ଟର ଲାଇଟ ।

ଯାହାକି ରନୱେ ତଳେ ରହିବ । ମାର୍ଚ୍ଚ ୩୧ ସୁଦ୍ଧା ଲାଇଟିଂ ବ୍ୟବସ୍ଥା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟାଲ ଲଗାଯିବ । ଯାହା ଦ୍ୱାରା ୫ ଶହ ମିଟର ଯାଏ ଦୃଶ୍ୟମାନରେ ବିମାନ ଅବତରଣ କରିପାରିବ । ଏବେ ୩ ଶହ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.