Browsing Tag

pared

ସ୍ବାଧୀନତା ଦିବସକୁ ଫିକା କରିପାରେ ବର୍ଷା ଓ ବଜ୍ରପାତ : ଛାତ୍ରଛାତ୍ରୀଙ୍କୁ ପରେଡରେ ଭାଗ ନେବା ମନା

ଭୁବନେଶ୍ବର (କେ ନ୍ଯୁଜ୍) : ରାଜ୍ୟର ଅଧିକାଂଶ ସ୍ଥାନରେ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆଜି ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ପରେଡରେ ଭାଗ ନେବାକୁ ମନା। ଛାତ୍ରଛାତ୍ରୀମାନେ ପରେଡ୍ରେ ଭାଗ ନେଇପାରିବେ ନାହିଁ । ଏନେଇ ସବୁ…