Below header
Browsing Tag

parikrama prakalp

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ୧ଟା ୧୫ ମିନିଟରେ ଯଜ୍ଞସ୍ଥଳରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦିନ ଗୋଟାଏରେ ପୁରୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ଯଜ୍ଞ ସ୍ଥଳ ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ। ଗୋଟାଏ ୧୫ମିନିଟରେ ଯଜ୍ଞସ୍ଥଳରେ ପହଞ୍ଚିବେ। ଗୋଟାଏ ୨୦ମିନିଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ଓ ସ୍କୁଲ, କଲେଜ

ପୁରୀ(କେନ୍ୟୁଜ୍‌) : ଶ୍ରୀକ୍ଷେତ୍ରରେ ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ । ଭକ୍ତି ଓ ଭାବରେ ଭିଜିଲେଣି ଶ୍ରଦ୍ଧାଳୁ । ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଆସନ୍ତାକାଲି ବାସ୍ତବ ରୂପ ନେବ ରାଜ୍ୟ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଶ୍ରୀକ୍ଷେତ୍ର ମାଟିରୁ…

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ପୁରୀ (କେନ୍ୟୁଜ୍‌) : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ସାଂସଦ ତଥା କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ପ୍ରକଳ୍ପ ନେଇ ଆନନ୍ଦିତ ବୋଲି ମତ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ 5T ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏହା ସଫଳ ହୋଇଛି । ଓଡ଼ିଶାର ମାନ, ମହତ ଓ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବ୍ଲାଙ୍କେଟ୍ ସିକ୍ୟୁରିଟିରେ ଶ୍ରୀକ୍ଷେତ୍ର

ପୁରୀ (କେନ୍ୟୁଜ୍‌) : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୁଖର ବଡ଼ଦାଣ୍ଡ । ବ୍ଲାଙ୍କେଟ୍ ସିକ୍ୟୁରିଟିରେ ଆଚ୍ଛାଦିତ ହୋଇଛି ପୁରୀ ଶ୍ରୀକ୍ଷେତ୍ର। ଦେଶ ବିଦେଶରୁ ଅତିଥି ଆସୁଛନ୍ତି । ସାମିଲ ହେବେ ମନ୍ତ୍ରୀ, ସାଂସଦ ଓ ବିଧାୟକ । ଭିଭିଆଇପି ଓ ଭକ୍ତଙ୍କ ପାଇଁ ଶ୍ରୀକ୍ଷେତ୍ରରେ ୪ ଥାକିଆ…

ନାଚି ନାଚି ଅର୍ପଣ ରଥକୁ ସ୍ୱାଗତ କଲେ ଜୁନାଗଡ଼ ବାସିନ୍ଦା, ଶ୍ରୀକ୍ଷେତ୍ରକୁ ଯିବ କଳାହାଣ୍ଡିର ଗୁଆ ଚାଉଳ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଚଳିତ ମାସ ୬ ତାରିଖ ଠାରୁ ଓଡ଼ିଶାର ବିଭିନ୍ନ ଗାଁ ଗାଁରେ ବୁଲୁଛି । ଘରକୁ ଘର ବୁଲି ବୁଲି ଅର୍ପଣ ରଥ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନୁରୁପ ଭାବେ ଏହି ଅର୍ପଣ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି। ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ ପରେ ବରିଷ୍ଠ ସେବାୟତ ଓ ଅଧିକାରୀ ମାନେବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି। ରାଜ୍ୟ ବାହାରର…