Browsing Tag

parliament of pakistan

ପାକିସ୍ତାନ ସଂସଦରେ କାହିଁକି ରଖାଯାଇଥାଏ ହନୁମାନଙ୍କ ଗଦା ?

ବିଶ୍ବରେ ଏମିତି ଅନେକ ଘଟଣା ଘଟିଥାଏ ଯାହାକୁ ଶୁଣିଲେ ହସ ଲାଗିବା ସହ ଆଶ୍ଚର୍ୟ୍ୟ ଲାଗିଥାଏ । ଯେମିତି କି ଭାରତୀୟ ସିନେମାରେ ଦେଖାଯାଇଥାଏ ଅଦାଲତରେ ସାକ୍ଷ୍ୟ ଦେବା ସମୟରେ ଗୀତା ଛୁଇଁ ଶପଥ ନିଆଯାଇଥାଏ । କିନ୍ତୁ ଅସଲରେ ସେମିତି କିଛି ହୋଇନଥାଏ । ଠିକ୍ ସେମିତି କିଛି ଦିନ ତଳେ ଏକ ଫଟୋ…