ଆଶାରାମ ବାପୁଙ୍କୁ ସାତ ଦିନର ଜରୁରୀକାଳୀନ ପାରୋଲ, ପୋଲିସ ହେପାଜତରେ ହେବ ଚିକିତ୍ସା
ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ସାତ ଦିନ ପାଇଁ ଜରୁରୀକାଳୀନ ପାରୋଲ ପ୍ରଦାନ କରିଛନ୍ତି । ପୋଲିସ ହେପାଜତରେ ହେବ ଆଶାରାମଙ୍କ ହୃଦ୍ରୋଗର ଚିକିତ୍ସା । କୋର୍ଟ ଆହୁରି କହିଛନ୍ତି ଯେ ପାରୋଲର ସମ୍ପୂର୍ଣ୍ଣ ଖର୍ଚ୍ଚ…