Browsing Tag

partial solar eclipse

ଆରମ୍ଭ ହେଲା ଆଂଶିକ ସୂର୍ଯ୍ୟୋପରାଗ : ଓଡ଼ିଶାରେ ୨୦ ମିନିଟ୍‌ ପାଇଁ ଦୃଶ୍ୟମାନ ହେବ, ସନ୍ଧ୍ୟା ୬ଟା ୨୬ରେ…

ଭୁବନେଶ୍ୱର (କେନ୍ୟୁଜ): ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ । ଦେଶରେ ସୂର୍ଯ୍ୟୋପରାଗ ଆରମ୍ଭ । ଓଡ଼ିଶାରେ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସଂଧ୍ୟା ୬ଟା ୨୬ ମିନିଟ୍‌ ୫୨ସେକେଣ୍ଡରେ ସର୍ବମୋକ୍ଷ । ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟୋପରାଗ…