Below header
Browsing Tag

pathak

ଦୁଇ ଦିନିଆ ରିମାଣ୍ଡ ପରେ ପୁଣି ଜେଲ୍‌ ଗଲେ ଅଭୟକାନ୍ତ ପାଠକ

ଭୁବନେଶ୍ବର: ଦୁଇ ଦିନିଆ ରିମାଣ୍ଡ ପରେ ପୁଣି ଜେଲ୍‌ ଗଲେ ଅଭୟକାନ୍ତ ପାଠକ। ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ବକେୟା ଠକେଇ ଘଟଣାରେ ତାଙ୍କୁ ୨ ଦିନିିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍‌ ପୋଲିସ । ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପୁଣି…

ଚାରି ଦିନିଆ ରିମାଣ୍ଡ ସରିବା ପରେ ପୁଣି ଜେଲ୍‌ ଗଲେ ଆକାଶ ପାଠକ, ଆଜି ହାଇକୋର୍ଟରେ ବାପା ଅଭୟକାନ୍ତଙ୍କ ହେବ ଜାମିନ…

ଭୁବନେଶ୍ବର: ଚାରି ଦିନର ମାରାଥନ୍‌ ଜେରାରେ ସବୁ ସତ ମାନିଛନ୍ତି ଜୁନିଅର ପାଠକ । କମିଶନରେଟ ପୋଲିସକୁ ମିଳିିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯେଉଁ ଉଦ୍ଦେଶ୍ୟରେ ତାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ, ସେଦିଗର ଠୋସ୍‌ ତଥ୍ୟ ପ୍ରମାଣ ହସ୍ତଗତ ହୋଇଛି । ସୂଚନା ମିଳିଛି, ଇନ୍‌ପୁଟ୍‌…