Below header
Browsing Tag

patient case

ପାଗଳ ନା କଣ ? ହସ୍ପିଟାଲର ୮ମ ମହଲାରୁ ଡେଇଁଲେ ରୋଗୀ

ପଶ୍ଚିମ ବଙ୍ଗ ରାଜଧାନୀ କୋଲକାତାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କୋଲକାତା ମଲ୍ଲିକ ବଜାରରେ ଥିବା ନ୍ୟୁରୋ ସାଇନ୍ସ ହସ୍ପିଟାଲରେ ଜଣେ ମାନସିକ ରୋଗୀ ହସ୍ପିଟାଲର ଝରକା ଦେଇ ୮ମ ମହଲା ବାଲ୍କୋନିରୁ ଡେଇଁ ପଡ଼ିଥିଲେ । ପ୍ରକୃତରେ ଘଟଣାର ଆରମ୍ଭ ହୋଇଥିଲା ଏହି ପରି । ବ୍ୟକ୍ତି ଜଣଙ୍କ…