ଶିମିଳିପାଳ କୋର୍ ଅଞ୍ଚଳକୁ ଗଲା ବାଘୁଣୀ ‘ଯମୁନା’, ସୁସ୍ଥ ସବଳ ଥିବା ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ
ସିମିଳିପାଳ : ମହାରାଷ୍ଟରୁ ଆସିଥିବା ବାଘୁଣୀକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଗଲା । ସଠିକ୍ ଭାବେ କୋର୍ ଅଞ୍ଚଳରେ ଏନକ୍ଲୋଜରରେ ଛଡ଼ାଯାଇଛି । ବାଘୁଣୀ ସଂପୂର୍ଣ୍ଣ ଭାବେ ସୁସ୍ଥ ସବଳ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ଶିମିଳିପାଳରେ ପାଦ ଥାପିଲା ନୂଆ ଅତିଥି ଯମୁନା ।…