ଥମିବାର ନାଁ ଧରୁନି ପେଟ୍ରୋଲ ଓ ଡିଜେଲ ଦର
ପେଟ୍ରୋଲ ଓ ଡିଜେଲ ଦରରେ ଲାଗୁନି ବ୍ରେକ୍। କ୍ରମାଗତ ଭାବେ ୧୬ ଦିନ ଧରି ଲଗାତାର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ୨୩ ପଇସା ଓ ଡିଜେଲ ୨୪ ପଇସା ବଢିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୮୮ଟଙ୍କା ୧୨ ପଇସା ହୋଇଛି। ଡିଜେଲ ଦାମ୍ ରହିଛି ୭୭ଟଙ୍କା ୩୨ ପଇସା। ଦିଲ୍ଲୀରେ ପେଟ୍ରୋଲ ଦାମ…