Below header
Browsing Tag

petrol pump blast in bhubaneswar

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର : ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପେଟ୍ରୋଲିୟମ୍‌ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।…

ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଠିକାସଂସ୍ଥାର ୪ କର୍ମଚାରୀଙ୍କ ମିଳିଲା ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଠିକାସଂସ୍ଥାର ୪ କର୍ମଚାରୀଙ୍କ ମିଳିଲା ପରିଚୟ। ଏମାନେ ହେଉଛନ୍ତି ସତ୍ୟ ନାୟକ, ହର୍ଷବର୍ଦ୍ଧନ ଶ୍ରୀବାସ୍ତବ, ଲେଖ ମଲ୍ଲିକ ଓ ସୀମାଞ୍ଚଳ ପରିଡ଼ା । ଏମାନେ ସମସ୍ତେ ଫରିଦାବାଦରେ ଥିବା ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ ଲିମିଟେଡର…

ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବ୍ଳାଷ୍ଟର ସତ: LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ସତ। ଫିଲିଂ ଷ୍ଟେସନରେ LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ। ବିସ୍ଫୋରଣ ବେଳେ ସାଢେ ୪ଟନ୍‌ LPG ଥିଲା। ୧୦ହଜାର ଲିଟର ପାଣି ଥିଲା। ପ୍ରଥମେ ହାଇଡ୍ରୋଜେନ୍‌ ଗ୍ୟାସ ଭର୍ତ୍ତି ହୋଇଥିଲା। ତାପରେ ନାଇଟ୍ରୋଜେନ୍‌…

ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ବର: ବିସ୍ଫୋରଣରେ ମୃତାହାତକୁ ନେଇ ରାଜଧାନୀରେ ଚର୍ଚ୍ଚା ଚାଲିଥିବାବେଳେ, ଏହାରି ଭିତରେ ଜଣଙ୍କର ମୃତ୍ଯୁ ହୋଇଥିବା ନେଇ ଖବର ଆସି ପହଞ୍ଚିଛି । ମୃତକଙ୍କ ଜଣଙ୍କ ଗଞ୍ଜାମ ଜତଲ୍ଲାର ସତ୍ଯ ନାୟକ। ମିଳିଥିବା ଖବର ମୁତାବକ ଗତକାଲି ଘଟଣାପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା…

ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। IOCL ସେଫ୍ଟି ଟିମ୍‌ ପେଟ୍ରୋଲ ଟାଙ୍କିରେ ଥିବା LPG ଟ୍ୟାଙ୍କରରୁ ଗ୍ୟାସ ବାହାର କରାଯାଇଛି। ଏହାସହିତ ଗ୍ୟାସ ଟ୍ୟାଙ୍କରକୁ ନେଇ ରହିଥିବା…