Browsing Tag

petrol pump fire

ଫୁଲନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଥିବା ଅଳିଆ ଗଦାରେ ଲାଗିଲା ନିଆଁ, ଠିକ୍ ସମୟରେ ଆୟତ୍ତ କଲା ଅଗ୍ନିଶମ…

କଟକ: ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ । କଟକ ଫୁଲନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ନିଆଁ ଲାଗିଛି। ଏକ ଅଳିଆଗଦାରେ ନିଆଁ ଲାଗିଛି । ଫଳରେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଠିକ୍ ସମୟରେ ଆୟତ୍ତ…