Browsing Tag

pevlok ceo

କାମ ସମୟରେ ଫେସବୁକ ଖୋଲୁଥିଲେ ଗାଲରେ ବସିବ ଚାପୁଡ଼ା, ଏହି କାମ ପାଇଁ ମହିଳାଙ୍କୁ ନିଯୁକ୍ତ କଲେ କମ୍ପାନୀ ସିଇଓ

କେବଳ ଚାପୁଡ଼ା ମାରିବା ପାଇଁ ଯୁବତୀଙ୍କୁ ଦିଆଗଲା ନିଯୁକ୍ତି । ଆଉ ଏଥିପାଇଁ ଘଣ୍ଟାକୁ ମିଳୁଛି ୮ ଡଲାରର ପାରିଶ୍ରମିକ । କଣ ଭାବୁଛନ୍ତି ଘଟଣାଟି ସତ ନା ମିଛ । ହଁ ଆଂଜ୍ଞା ସତ ପ୍ରତିଶତ ସତ । ବିସ୍ମୟର କଥା ଏମିତି ଏକ ଅଦ୍ଭୁତ ତଥା ନିଆରା ପଦକ୍ଷେପ ଜଣେ ଭାରତୀୟ ବଂଶୋଦ୍ଭବ ହିଁ ନେଇଛନ୍ତି ।…