ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି, ଜରୁରୀକାଳୀନ ବ୍ୟବହାର ପାଇଁ FDAର ନିର୍ଦ୍ଦେଶ
ଆମେରିକା: ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ FDA ଅନୁମତି ଦେଇଛି । ଗତକାଲି FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଗ୍ରୀନ ସିଗନାଲ । ବ୍ରିଟେନ୍, ବାହାରିନ୍, କାନାଡା ପରେ ଆମେରିକାରେ ଫାଇଜର ଭ୍ୟାକସିନକୁ ଅନୁମତି ମିଳିଛି । ସ୍ୱାସ୍ଥ୍ୟ…