Below header
Browsing Tag

Pharmacist attack

ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ତ : କୋଭିଡ ଭ୍ଯାକସିନ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ କଲେ…

ଜଳେଶ୍ୱର (କେନ୍ଯୁଜ): ନିଶାସକ୍ତ ଫାର୍ମାଷିଷ୍ଟଙ୍କ ଉନ୍ମତ କାଣ୍ତ । କୋଭିଡ ଭ୍ଯାକସିନ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହିତ ଭଙ୍ଗା ମଦ ବୋତଲ ଫୋପାଡି ଦେବାରୁ ଜଣେ ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ…

ଡାକ୍ତରଖାନାରେ ମଦୁଆ ଫାର୍ମାସିଷ୍ଟ, ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା

ଜଳେଶ୍ୱର(କେନ୍ୟୁଜ୍‌): ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ। ଖଣ୍ଡା ଓ କଟୁରୀ ଧରି ଲୋକଙ୍କୁ ଆକ୍ରମଣ ଅଭିଯୋଗ। ଆକ୍ରମଣରେ ୪ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ବାଲେଶ୍ଵର ସିଂଲା ଥାନା ଅନ୍ତର୍ଗତ ଇଡିଦା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁ…