Below header
Browsing Tag

phiringia police station

ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା

କକନ୍ଧମାଳ (କେନ୍ୟୁଜ): କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏଭିତରେ ଅଶାନ୍ତ ଫିରିଙ୍ଗିଆ ଶାନ୍ତି ଫେରିଛି । ପୁଣି ଖୋଲିଛି ଦୋକାନବଜାର…