Below header
Browsing Tag

PhulwamaTerrorAttack

ପୁଲୱାମା ସହିଦ ପରିବାର ପାଇଁ ଏହି ବ୍ୟକ୍ତି ୬ଦିନରେ ଜମାକଲେ ୬ କୋଟି ଟଙ୍କା , ଏବେ ଲୋଡୁଛନ୍ତି ଭାରତ ସରକାରଙ୍କ…

ପୁଲୱାମା ଆତଙ୍କୀ ଆକ୍ରମଣ ସାରା ଦେଶକୁ ଏକ କରିଛି। ଖାଲି ଦେଶ ମଧ୍ୟରେ ନୁହଁ ବିଦେଶ ତଥା ଦୁନିଆର କୋଣକୋଣରେ ରହୁଥିବା ଭାରତୀୟ ସହିଦଙ୍କ ପରିବାର ପାଇଁ ଏକଜୁଟ ହୋଇଛନ୍ତି। ଏନେଇ ଆଗକୁ ତାଙ୍କ ପରିବାରକୁ କୌଣସି ଅଭାବ ନହେବ ସେଥିପାଇଁ ସବୁ ବର୍ଗରୁ ସହାୟତା ରାଶି ଯୋଗାଡ କରାଯାଉଛି। ଏହିପରି ଏକ…

ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଗତ ୧୪ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି। ପୁଲଓ୍ବାମାର ପିଙ୍ଗଲାନରେ ଲୁଚି ରହିଥିବା ଘରକୁ ଉଡାଇଛନ୍ତି ସେନା। ଏଥିରେ ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓ କାମରାନ୍ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲିଠାରୁ ଜମ୍ମୁକାଶ୍ମୀର ପୁଲଓ୍ବାମା…

ବ୍ୟର୍ଥ ଯିବନି ସହିଦଙ୍କ ବଳିଦାନ, ଧୈର‌୍ୟ୍ୟ ଧର : କହିଲେ ପ୍ରଧାନମନ୍ତ୍ରୀ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଏକଥା ପୁଣି ଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ସଂଗଠନ ଯେତେ ଲୁଚିବାକୁ ଚେଷ୍ଟା କଲେ ବି ଦଣ୍ଡ ଅବଶ୍ୟ ମିଳିବ। ସୁରକ୍ଷାବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାରା ଦେଶ ଏକାଠି, ଏକ ପ୍ରକାର ମତ ରଖୁଛନ୍ତି ରାଜନୈତିକ ଦଳ

ପୁଲୱାମା ଆକ୍ରମଣକୁ ନେଇ, ସାରା ଦେଶରେ ଏକ ସମ୍ବେଦନଶୀଳ ସ୍ଥିତି । କ୍ଷୋଭ ଓ କ୍ରୋଧର ବାତାବରଣ । ସାରାଦେଶ ଏକଜୁଟ୍ । ଏକାଠି ଏକ ପ୍ରକାର ମତ ରଖୁଛନ୍ତି ରାଜନୈତିକ ଦଳ । ଆଜି ବସିଥିଲା ସର୍ବଦଳୀୟ ବୈଠକ । ସୀମା ପାର ଆତଙ୍କବାଦକୁ ନିନ୍ଦା କରି ପ୍ରସ୍ତାବ ଗୃହୀତ ହେଲା । ପଡ଼ୋଶୀ ଦେଶ କଥା…

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ, ଝୁରୁଛି ତାଙ୍କ ଗାଁ ଦାଣ୍ଡ

ଭୁବନେଶ୍ବର (କେନ୍ୟୁଜ୍) : ଆତଙ୍କବାଦୀ ଆକ୍ରମଣରେ ସହିଦ ଜଗତସିଂହପୁର ଜିଲ୍ଲା ଶିଖର ଗାଁର ପ୍ରସନ୍ନ କୁମାର ସାହୁଙ୍କ ପରିବାରରେ ଶୋକାକୁଳ ପରିବେଶ। ପୂରା ଗାଁ ଅପେକ୍ଷା କରିଛି ବୀର ପୁତ୍ରକୁ। ପ୍ରସନ୍ନଙ୍କୁ ଝୁରୁଛି ଶିଖର ଗାଁ। ଗତକାଲି ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ…