ଜୀଅନ୍ତା ଘୁଷୁରୀ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ
ଗଞ୍ଜାମ : ଜୀଅନ୍ତା ଘୁଷୁରୀ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୁରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ । ହିଞ୍ଜିଳି ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି । ଏହାସହ ଆଉ କିଛି ବ୍ୟକ୍ତିଙ୍କୁ ଅଟକ ରଖିଛି। ଘଟଣାର ଅଧିକ ଚାଲିଥିବା ସୂଚନା…