Browsing Tag

pigeon love

ପାରା ପ୍ରେମରେ ତୁମେଶ୍ୱର: ପିଞ୍ଜରାରେ ନୁହେଁ ବରଂ ନିଜ ଛାତିରେ ବସାଇ କରୁଛନ୍ତି ଗେଲ

ନାର୍ଲା: ଆଜିକାଲି ଆଉ ଆଗ ଭଳି ମାଳ ମାଳ ପାରାଙ୍କୁ ଦେଖିବାକୁ ମିଲୁନି । କଂକ୍ରିଟ ସହରରେ ହଜି ଗଲେଣି ପାରା । କିନ୍ତୁ ଏଠି ଖୋଲା ଆକାଶ ନୁହେଁ ବ୍ୟକ୍ତିଙ୍କ ଛାତିରେ ବୁଲୁଛି ଆନନ୍ଦରେ। କଳାହାଣ୍ଡି ଜିଲ୍ଲା ନାର୍ଲା ଅଞ୍ଚଳରେ ପାରାର ପ୍ରେମିକ ଭାବେ ଜଣା ତୁମେଶ୍ୱର ପାତ୍ର। ସହରୀ ସଭ୍ୟତା…