Browsing Tag

Pilgrim bus

ବ୍ରିଜରୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ୍‌, ଜୀବନ୍ତ ଦଗ୍ଧ ହେଲେ ୪୫ ଯାତ୍ରୀ

ଇଷ୍ଟର ସମ୍ମିଳନୀକୁ ଯାଉଥିବା ଏକ ବସ୍ ଗୁରୁବାର ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ବ୍ରିଜରୁ ଖସି ପଡିଥିବା ଜଣାପଡ଼ିଛି । ଯେଉଁଥିରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍ କହିବା ଅନୁସାରେ ସମସ୍ତ…

ତୀର୍ଥଯାତ୍ରା ପାଲଟିଲା ଶେଷ ଯାତ୍ରା: ଟ୍ରକ-ବସ୍‌ ଦୁର୍ଘଟଣାରେ ୯ ମୃତ, ୩୧ ଆହତ

ଇରାନର ଦକ୍ଷିଣ ଅଞ୍ଚଳରେ ଥିବା ନାସିରିୟା ସହରରେ ସଡ଼କ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ଟ୍ରକ ଏବଂ ବସ୍ ମଧ୍ୟରେ ଏକ ବଡ଼ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାସହିତ ୩୧ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,…

ପୁରୀରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ; ଜଣେ ମୃତ, ୧୫ ଆହତ

ବରଗଡ଼ (କେନ୍ୟୁଜ): ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ପର୍ଯ୍ୟଟକ ବସ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ ।…

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ : ୩୦ରୁ ଉର୍ଦ୍ଧ୍ବ ଆହାତ, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ସୋର (କେନ୍ୟୁଜ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଆହାତ ବେଳେ ୭୦ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ୭ ଗୁରୁତର ଆହତଙ୍କ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଚବିଶ ପ୍ରଗଣାରୁ ପୁରୀ…