Browsing Tag

pilgrims

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥଗିତ ହେଲା ଚାରିଧାମ ଯାତ୍ରା,ଫସି ଯାଇଥିବା ଶ୍ରଦ୍ଧାଳୁଙ୍କୁ SDRF ଟିମ୍‌ର ଉଦ୍ଧାର…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି ।  ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ନଦୀଗୁଡିକ ଉଛୁଳି ପଡୁଛି ଏବଂ ଅନ୍ୟ ସ୍ଥାନରେ ଭୂସ୍ଖଳନ ଦେଖାଯାଉଛି । ବର୍ତମାନ ଏହି ଯାତ୍ରାକୁ ସ୍ଥଗିତ କରାଯାଇଛି । NDRF ଏବଂ SDRF ଟିମ ଫସି ଯାଇଥିବା ଯାତ୍ରୀ ମାନକୁ ଉଦ୍ଧାର କରିଥିଲେ ।…

ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇ ଆଉ ଫେରିଲେନି ଭକ୍ତ, ଦଳାଚକଟାରେ ଚାଲିଗଲା ୭ ଜୀବନ

ଶ୍ରାବଣ ସୋମବାରରେ ଘଟିଗଲା ବଡ଼ ଅଘଟଣ । ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇଥିଲେ କିନ୍ତୁ ଭକ୍ତଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ କଳ୍ପନା ବି କରିନଥିଲେ । କେତେ ଆଶା ନେଇ ମନ୍ଦିର ଭିତରେ ଧାଡ଼ି ଲଗାଇ ଛିଡ଼ା ହୋଇଥିଲେ ଭକ୍ତ । କେତେବେଳେ ପାଳି ପଡ଼ିବ ଆଉ ବାବାଙ୍କୁ ପାଣି ଲାଗି କରିବେ ।…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଖାଇକୁ ଖସିଲା ପର୍ଯ୍ୟଟକଙ୍କ ବସ; ୨୬ ମୃତ, ୪ ଗୁରୁତର

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା । ଖାଇକୁ ଖସିଲା ବସ୍‌ । ୨୬ମୃତ, ୪ ଗୁରୁତର । ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ହୋଇଛି । ବସ୍‌ କର୍ମଚାରୀଙ୍କ ସମେତ ୩୦ ଜଣଙ୍କୁ ନେଇ ଯମୁନୋତ୍ରୀ ଯାଉଥିଲା ବସ୍‌ । ବସ୍‌ରେ ୨୮ଜଣ ତୀର୍ଥ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉତ୍ତରାଖଣ୍ଡ…