Browsing Tag

pink ball test

ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ଇଡେନ୍‌ ଗାର୍ଡନ୍ସରେ ହେବ ଷ୍ଟଣ୍ଟ୍‌, ଜାଣନ୍ତୁ କଣ ରହିଛି ପ୍ରୋଗ୍ରାମ୍‌

କୋଲକାତା : ଏବେ ଯାହା ମୁହଁରେ ବି ଶୁଣିବ ସେଇ ଗୋଟିଏ କଥା । ଇଡେନ୍‌ ଗାର୍ଡନ୍ସରେ ହେବାକୁ ଥିବା ଦାବିରାତ୍ର ମ୍ୟାଚ୍‌ ଓ ଏଥିରେ ଖେଳାଯିବାକୁ ଥିବା ପିଙ୍କ୍‌ ବଲ୍‌ ବିଷୟରେ ଚର୍ଚ୍ଚା କରୁଛନ୍ତି । ଦିନ ଗୋଟାଏ ବେଳେ ଖେଳ ଆରମ୍ଭ ହେବ । ଅଧା ଦିନ ଓ ଅଧା ରାତିରେ ଖେଳ ହେବ । ତେବେ ଖେଳ ଆରମ୍ଭ…

ପିଙ୍କ୍‌ ବଲ୍‌ରେ ଦିନରାତି ଟେଷ୍ଟ ମ୍ୟାଚ୍‌ : ପ୍ରଥମ ଚାରି ଦିନର ସବୁ ଟିକେଟ୍‌ ବିକ୍ରି ସରିଲାଣି

କୋଲକାତା : ଦିନକ ପରେ ସ୍ଥାନୀୟ ଇଡେନ୍‌ ଗାର୍ଡନ୍‌ସରେ ଆରମ୍ଭ ହେବ ଗୋଲାପି ବଲ୍‌ ଓ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ । ନୂଆ କରି ଗୋଲାପି ବା ପିଙ୍କ୍‌ ବଲ୍‌ରେ ମ୍ୟାଚ୍‌ ଖେଳାଯାଉଥିବାରୁ ଏହାକୁ ନେଇ ଉଭୟ ଭାରତ ଓ ବାଂଲାଦେଶ ଖେଳାଳି ଏବଂ କ୍ରିକେଟ୍‌ ପ୍ରେମୀ ସମସ୍ତେ ଉତ୍ସାହିତ । ମ୍ୟାଚ୍‌ର…