Browsing Tag

planet name

ଏହି ଗ୍ରହର ନାମକରଣ କରିବାକୁ ଲୋକଙ୍କୁ ମିଳିବ ସୁଯୋଗ, ୧୨ ବର୍ଷ ଧରି ନାମ ରଖି ପାରିନାହାନ୍ତି ବୈଜ୍ଞାନିକ

କୌଣସି ଗ୍ରହର ନାମ ରଖିବାକୁ ବୋଧ ହୁଏ ଲୋକଙ୍କୁ ସୁଯୋଗ କମ ମିଳିଥାଏ। ସାଧାରଣତଃ ଗ୍ରହର ନାମ ରଖିବାର ଦାୟିତ୍ବ ଏହାକୁ ଖୋଜିଥିବା ଲୋକଙ୍କୁ ମିଳିଥାଏ। ଅନେକ ଥର ଏମିତି ହୋଇଛି ଯେ ଗ୍ରହର ନାମ ଅଫିସିଆଲ ଭାବେ ଦିଆଯାଇନଥାଏ ଏବଂ ବୈଜ୍ଞାନିକଙ୍କ ଦିଆଯାଇଥିବା ନାମରେ ଜଣାଯାଇଥାଏ। ଓଆର ୧୦ ନାମକ…