Browsing Tag

plant these tree

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ, ସୁନ୍ଦର ଦେଖାଯିବା ସହିତ ମିଳିବ ଶୁଦ୍ଧ ବାୟୁ

ଗଛଲତା ସମସ୍ତଙ୍କୁ ଭଲ ଲାଗିଥାଏ। ଯେଉଁ ସ୍ଥାନରେ ଗଛଲତା ପରିପୂର୍ଣ୍ଣ ରହିଥାଏ, ସେଠାରେ ଶୁଦ୍ଧ ବାୟୁ ସହିତ ଅମ୍ଳଜାନ ଭରପୂର ରହିଥାଏ। ବିନା ବୃକ୍ଷଲତାରେ ଆମ ଜୀବନ ନିରର୍ଥକ। ବୃକ୍ଷ ଆମକୁ ଆହାର ଦେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ। କିନ୍ତୁ କିଛି ହର୍ବାଲ ଗଛ…