ଏସୀୟ ଇନକ୍ଲ୍ୟୁସିଭ ସେଲିଂ ସିରିଜ୍ ୨୦୨୫ରେ ଓଡ଼ିଆଙ୍କ କମାଲ, ଡବଲ୍ ମେଡାଲ୍ ଜିତିଲେ ଦୁଇ କ୍ରୀଡ଼ାବିତ
କଟକ: ସେଲିଂରେ ଓଡ଼ିଆ କ୍ରୀଡ଼ାବିତଙ୍କ କମାଲ । ବିଶ୍ୱର ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମେଡାଲ ଜିତିଛନ୍ତି ଓଡ଼ିଆ । ଆଗକୁ ଅଭ୍ୟାସ ଜାରି ରଖି ଅଧିକରୁ ଅଧିକ ମେଡାଲ ଜିତିବାକୁ କରିବେ ପ୍ରୟାସ । ହଁ ଆଜ୍ଞା, ଏସୀୟ ଇନକ୍ଲ୍ୟୁସିଭ ସେଲିଂ ସିରିଜ୍ ୨୦୨୫ରେ ଓଡ଼ିଆଙ୍କ କମାଲ । ଏସିୟ…