ଏସୀୟ ରଗବି ମହିଳା ଚାମ୍ପିଅନସିପରେ ସ୍ଥାନ ପାଇଲେ ଓଡିଆ ଝିଅ , ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏସୀୟ ରଗବି ମହିଳା ଚାମ୍ପିଅନସିପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ଓଡ଼ିଶାରୁ ହୁପି ମାଝୀ, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ, ରଜନୀ ଶବର, ଲକ୍ଷ୍ମୀପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବାରିକ ଓ ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି ।

cm twitt

ଏହି ଓଡ଼ିଆ ରଗବୀ ତାରକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ଵିଟ କରି ଭାରତୀୟ ମହିଳା ରଗବୀ ଦଳକୁ ଶୁଭକାମନା ଜଣାଇଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.