Browsing Tag

police dg

ବିଜେପୁର ଉପନିର୍ବାଚନ ପୂର୍ବରୁ ଏସପିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କଲେ ପୋଲିସ ଡିଜି

ବରଗଡ(କେନ୍ୟୁଜ୍):  ବରଗଡ଼ରେ ପୋଲିସ ଡିଜି ବି. କେ. ଶର୍ମା । ବିଜେପୁର ଉପନିର୍ବାଚନ ପୂର୍ବରୁ ଏସପିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଉପନିର୍ବାଚନ ସମୟରେ ଟଙ୍କା ବଣ୍ଟନ, ମଦ ଓ ଗଣ୍ଡଗୋଳକୁ ରୋକିବା ମୁଖ୍ୟ ଟାର୍ଗେଟ ରହିଛି। କଳା ଟଙ୍କାକୁ…

ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ବି.କେ. ଶର୍ମା, କହିଲେ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ

ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ବି.କେ. ଶର୍ମା । ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । କେଉଁ ଧରଣର ଅପରାଧ ହେଉଛି, ତର୍ଜମା କରାଯିବ । ପଡ଼ିରହିଥିବା ମାମଲାର ଫଇସଲା ହେବ ବୋଲି ସୂଚନା ଦେଇଛନ୍ତି । ପୁରୀ ଉଚ୍ଛେଦ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଠିକ…

ଦାୟିତ୍ୱ ନେଲେ ନୂଆ ଡିଜିପି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ କହିଲେ ବିଜୟ କୁମାର ଶର୍ମା

ପୋଲିସ ଡିଜିପି ଭାବରେ ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଶର୍ମା। ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ବି. କେ. ଶର୍ମା କହିଛନ୍ତି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିବ। ନକ୍ସଲ ଦମନକୁ ଗୁରୁତ୍ୱ…

ରଥାଯାତ୍ରା ପରେ ପୋଲିସ ବିଭାଗରେ ହୋଇପାରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ପଦ ମିଳିବ

ରଥଯାତ୍ରା ପରେ ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପରିବର୍ତ୍ତନ ହେବାର ସୂଚନା ମିଳିଛି। କାରଣ ଲୋକାୟୁକ୍ତ ସଦସ୍ୟ ଭାବେ ପୋଲିସ ଡିଜି ଆର.ପି. ଶର୍ମା ନାମକୁ ସୁପାରିଶ ପରେ ଏବେ କିଏ ହେବ ଆଗାମୀ ପୋଲିସ ଡିଜି ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଲୋକାୟୁକ୍ତ ସଦସ୍ୟ ହେବେ କି…

ଚଳିତ ବର୍ଷର ଆଇନ ଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣରେ ଥିଲା : ରିପୋର୍ଟ କାର୍ଡ ଦେଲେ ପୋଲିସ ଡିଜି

ଭୁବନେଶ୍ବର : ୨୦୧୮ରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରିପୋର୍ଟ କାର୍ଡ ଦେଇଛନ୍ତି ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା । କହିଛନ୍ତି ଚଳିତ ବର୍ଷର ଆଇନ ଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣରେ ଥିଲା । ହକି ବିଶ୍ୱକପ ଓଡ଼ିଶା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । VVIP ଗସ୍ତକୁ ସଫଳତାର ସହ…