Below header
Browsing Tag

Police man suspended

ଗୋରୁ ବେପାରୀ ଠାରୁ ଟଙ୍କା ମାଗିବା ଅଡିଓ ଭାଇରାଲ ଘଟଣା: ଝରପୋଖରିଆ ଥାନାର ୨ ଏଏସଆଇ ଓ ଜଣେ କନେଷ୍ଟବଳ ନିଲମ୍ବିତ

ବାରିପଦା(କେନ୍ୟୁଜ): ମୟୂରଭଞ୍ଜ ଗୋରୁ ବେପାରୀ ଠାରୁ ଟଙ୍କା ମାଗିବା ଅଡିଓ ଭାଇରାଲ ଘଟଣାରେ ଝରପୋଖରିଆ ଥାନାର ୨ ଏଏସଆଇ ଓ ଜଣେ କନେଷ୍ଟବଳ ନିଲମ୍ବିତ । ୩ ଜଣଙ୍କୁ ସସପେଣ୍ଡ କରିଛନ୍ତି ମୟୁରଭଞ୍ଜ ଏସପି । ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ, ଚନ୍ଦନ କୁମାର ସିଂ ଏବଂ କନେଷ୍ଟବଳ ଦୀପକ…

ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ୍ ବାବୁ, ଭାଇରାଲ୍ ହେଉଛି ଏହି ଭିଡିଓ

ଚଣ୍ଡିଗଡ଼: ଅଣ୍ଡା ଚୋରି କରିବା ପୋଲିସ୍ ବାବୁଙ୍କୁ ପଡିଲା ମହଙ୍ଗା। ଶେଷରେ ଚାକିରିରୁ ହେଲେ ନିଲମ୍ବିତ। ପଞ୍ଜାବ ଚଣ୍ଡିଗଡ଼ ଠାରୁ ପ୍ରାୟ ୪୦ କିଲୋମିଟର ଫତେଗଡ଼ ସାହିବ ସହରରେ ଦେଖିବାକୁ ମିଳିଛି ଏମିତି ଏକ ଲଜ୍ଜାକର ଘଟଣା । ପଞ୍ଜାବ ପୋଲିସର ଜଣେ ହେଡ‌୍‍ କନଷ୍ଟେବଳ  ପ୍ରୀତପାଲ ସିଂହଙ୍କ…