Browsing Tag

poor farmer

ଦୁଇ ଝିଅଙ୍କୁ ଲଙ୍ଗଳରେ ଯୋଚି ଚାଷ କରୁଥିଲେ ଚାଷୀ, ଭିଡିଓ ଦେଖି ସୋନୁ ଘରକୁ ପଠାଇଲେ ଟ୍ରାକ୍ଟର

କରୋନା ମହାମାରୀ ଯୋଗୁଁ ବିଶ୍ୱରେ ବିଭିନ୍ନ ପ୍ରକାରର ମାନ୍ଦାବସ୍ଥା ଚାଲିଛି। କିନ୍ତୁ ଏହି ସମୟରେ ସୋନୁ ସୁଦଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସୋନୁ ଚର୍ଚ୍ଚାର ପାତ୍ର ହୋଇଛନ୍ତି। ଏମିତି ପୁଣି ମହାନତାର କାମ କରି ପ୍ରଶଂସା ସାଉଁଟିଛନ୍ତି ସୋନୁ। କରୋନା କାଳରେ ଜମି ହଳ…