Browsing Tag

poor man needs help

ଏ କୁନି ପିଲାଟିର ଦୁଃଖ ଶୁଣିଲେ ଆପଣଙ୍କ ମନ ବି ଓଦା ହୋଇଯିବ, ଥରେ ଦେଖନ୍ତୁ ଏ ଭିଡିଓ

ବାପା ନିଶ୍ଚୟ ଭଲ ହୋଇଯିବେ। ଆଉ ଭଲ ହୋଇଗଲେ ମୋ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ଆଣିଦେବେ। ମନରେ ଏମିତି କେତେ କଣ ଆଶା ରଖି ବାପାକୁ ଷ୍ଟ୍ରେଚରରେ ଠେଲି ଠେଲି ମେଡିକାଲ ବାହାରକୁ ନେଉଛି ଆଠ/ଦଶ ବର୍ଷର କୁନି ପିଲାଟି। ମାଆ ଆଗରେ ଟାଣୁଛି ଆଉ ପଛରୁ ଠେଲୁଛି ପୁଅ । ଆଉ ଷ୍ଟ୍ରେଚର ଉପରେ ଜୀବନ ନଥିଲା…