ଜେଲ୍ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ହାତ ଧରାଧରି ହୋଇ ମନ୍ଦିର ବାହାରେ ନଜର ଆସିଲେ ଶିଳ୍ପା ଓ ରାଜ୍
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜିକାଲି କୌଣସି ନା କୌଣସି କାରଣରୁ ଲାଇମ୍ ଲାଇଟ୍ରେ ରହୁଛନ୍ତି। ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ବିବାଦ ପରେ ସେ ମିଡିଆ ଠାରୁ ଦୂରତା ରକ୍ଷା କରୁଥିଲେ। କିନ୍ତୁ ଏବେ ସ୍ୱାମୀ ବେଲ୍ରେ ଆସିବା ପରେ ମିଡିଆ ଆଗକୁ ଆସିବାର କୌଣସି ସୁଯୋଗକୁ…