Browsing Tag

positive detect

ରାଜ୍ଯରେ ଆଜି ସର୍ବାଧିକ ୩୮୬୧ ପଜିଟିଭ୍ ଚିହ୍ନଟ, ୧୦ମୃତ

ଭୁବନେଶ୍ବର: ଆଜି ରାଜ୍ଯରେ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୨୭୮ ଏବଂ ଲୋକାଲ୍ କେସରୁ ୧୫୮୩ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୨୭,୮୯୨ ରେ ପହଁଚିଛି। ଏମାନଙ୍କ ୯୬,୩୬୪ ସୁସ୍ଥ ହୋଇ…