Below header
Browsing Tag

post master

ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର, ଅଟକ ରହିଲେ ଡାକ କର୍ମଚାରୀ

ଉଦଳା(କେନୁଜ୍) : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା । ପୋଷ୍ଟ ମାଷ୍ଟର…

ବଲାଙ୍ଗିର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ

ବଲାଙ୍ଗିର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ। ଏନ୍‌ବିଡବ୍ଲୁ ବଳରେ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗତ ୨୦୧୬ମସିହାରୁ ଇନ୍ଦିରା ବିକାଶ ପତ୍ର ଯୋଜନାରେ କିଛି ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଟଙ୍କା ନଦେବାରୁ ମାମଲା ଖାଉଟି ବିବାଦ ସମାଧାନ ମଞ୍ଚରେ ପହଞ୍ଚିଥିଲା। ଆଉ ଏହି ମାମଲାରେ ଡାକ…