ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର, ଅଟକ ରହିଲେ ଡାକ କର୍ମଚାରୀ

ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା ।

ଉଦଳା(କେନୁଜ୍) : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା ।

ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣୀ ହିତାଧିକାରୀଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ପରେ ତଦନ୍ତ କରିବାକୁ ଆସିଥିଲେ ଜଣେ ଡାକ କର୍ମଚାରୀ । ହେଲେ ଉତ୍ୟକ୍ତ ଲୋକେ ଉକ୍ତ ଡାକ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.