Browsing Tag

postal assistant engineer arrested

ଲାଞ୍ଚ ନେବା ବେଳେ ଗିରଫ ହେଲେ ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର

ସମ୍ବଲପୁର(କେନ୍ୟୁଜ୍‌) :  CBI ଜାଲରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବାଶିଷ ପାଲ । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଗିରଫ । ଦେବେନ୍ଦ୍ର ପୁହାଣ ନାମକ ବ୍ୟକ୍ତି ଦ୍ୱାରା ନେଉଥିଲେ ଲାଞ୍ଚ । ଦେବେନ୍ଦ୍ର ବି ଗିରଫ । ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଅଫିସରୁ ତାଙ୍କୁ ଗିରଫ…